ବସନ୍ତେ ବଉଳ ମହକ ବସନ୍ତେ ବଉଳ ମହକ
ସୁକୁମାରୀ ବଉଳ ସୁକୁମାରୀ ବଉଳ
ମନ୍ତ୍ର ମୁଗ୍ଧ ସେହି ପକ୍ଷୀର ଭ୍ରମଣ ରାତ୍ରିର ସୁଭ୍ରତା ଯୋତ୍ସ୍ନା। ମନ୍ତ୍ର ମୁଗ୍ଧ ସେହି ପକ୍ଷୀର ଭ୍ରମଣ ରାତ୍ରିର ସୁଭ୍ରତା ଯୋତ୍ସ୍ନା।
ନାନାଜାତି ଫୁଲ ହୋଇ ବିକଚିତ, ହରୁଅଛି ଚିତ୍ତ, ନାନାଜାତି ଫୁଲ ହୋଇ ବିକଚିତ, ହରୁଅଛି ଚିତ୍ତ,
ରଙ୍ଗ ବେରଙ୍ଗର ସୁମନେ ସଜ୍ଜିତ ଦିଶଇ ଧରଣୀ ତୋରା ରଙ୍ଗ ବେରଙ୍ଗର ସୁମନେ ସଜ୍ଜିତ ଦିଶଇ ଧରଣୀ ତୋରା
ପ୍ରକୃତି ରାଣୀର ଶୋଭା ବଢ଼଼ଇ, ଆମ୍ବ ବଉଳକୁ ଭ୍ରମର ଛୁଇଁ..... ପ୍ରକୃତି ରାଣୀର ଶୋଭା ବଢ଼଼ଇ, ଆମ୍ବ ବଉଳକୁ ଭ୍ରମର ଛୁଇଁ.....